ବିନିୟମ Biniyama

  • ସଂ. ବି (ବି+ନି+ଯମ୍ ଧାତୁ+ଭାବ.ଅ) — ବିଶିଷ୍ଟ ନିୟମ — Special rule
  • ସଂ. ବି (ବି+ନି+ଯମ୍ ଧାତୁ+ଭାବ.ଅ) — ନିବାରଣ — Warning; preventing
  • ସଂ. ବି (ବି+ନି+ଯମ୍ ଧାତୁ+ଭାବ.ଅ) — ନିରୋଧ — Stopping
  • ସଂ. ବି (ବି+ନି+ଯମ୍ ଧାତୁ+ଭାବ.ଅ) — ନିଷେଧ — Forbidding