ବିନିମୀତ Binimīta

  • ସଂ. ବିଣ (ବି+ନି+ମୀ ଧାତୁ+କର୍ମ. ତ) — କୃତବିନିମୟ; ବଦଳା ଯାଇଥିବା — 2. Exchanged; bartered
  • ସଂ. ବିଣ (ବି+ନି+ମୀ ଧାତୁ+କର୍ମ. ତ) — ବନ୍ଧକ ରଖା ଯାଇଥିବା — Pledged
  • ସଂ. ବିଣ (ବି+ନି+ମୀ ଧାତୁ+କର୍ମ. ତ) — ପ୍ରତିଦତ୍ତ — Given in return