ବିନିବେଶ Binibeṡa

  • ସଂ. ବି (ବି+ନି+ବିଶ୍ ଧାତୁ+ଭାବ. ଅ) — ପ୍ରବେଶ; ପଶିବା — Entering
  • ସଂ. ବି (ବି+ନି+ବିଶ୍ ଧାତୁ+ଭାବ. ଅ) — (ବିନିବିଷ୍ଟ, ବିନିବେଶିତ—ବିଣ)
  • ସଂ. ବି (ବି+ନି+ବିଶ୍ ଧାତୁ+ଭାବ. ଅ) — [ବିନିବେଶକ, ବିନିବେଶୀ—ବ୍ୟକ୍ତିବାଚକ ବିଣ]