ବିନିଯୋଜିତ Binij̄ojita
- ସଂ. ବିଣ—(ବି+ନି+ଯୁଜ୍ ଧାତୁ, ଣିଚ୍+କର୍ମ. ତ) — ଭବିଷ୍ୟତ ଆଶାରେ ଅର୍ପିତ — Given in anticipation of suitable return; invested
- ସଂ. ବିଣ—(ବି+ନି+ଯୁଜ୍ ଧାତୁ, ଣିଚ୍+କର୍ମ. ତ) — ସ୍ଥାପିତ — ; Established
- ସଂ. ବିଣ—(ବି+ନି+ଯୁଜ୍ ଧାତୁ, ଣିଚ୍+କର୍ମ. ତ) — ନିଯୁକ୍ତ — Appointed
- ସଂ. ବିଣ—(ବି+ନି+ଯୁଜ୍ ଧାତୁ, ଣିଚ୍+କର୍ମ. ତ) — ପ୍ରେରିତ — Sent; commissioned
- ସଂ. ବିଣ—(ବି+ନି+ଯୁଜ୍ ଧାତୁ, ଣିଚ୍+କର୍ମ. ତ) — ପ୍ରବର୍ତ୍ତିତ — Promulgated