ବିନିଯୁକ୍ତ Binij̄ukt

  • ସଂ. ବିଣ (ବି+ନି+ଯୁଜ୍ ଧାତୁ+କର୍ମ. ତ) — ନିୟୋଜିତ — Employed; commissioned; engaged
  • ସଂ. ବିଣ (ବି+ନି+ଯୁଜ୍ ଧାତୁ+କର୍ମ. ତ) — ପ୍ରେରିତ — Sent
  • ସଂ. ବିଣ (ବି+ନି+ଯୁଜ୍ ଧାତୁ+କର୍ମ. ତ) — ପ୍ରଦତ୍ତ — Given