ବିନିୟତ Biniyata
- ସଂ.ବିଣ (ବି+ନି+ଯମ୍ ଧାତୁ+କର୍ମ. ତ) — ସଂଯତ — Restrained; curbed
- ସଂ.ବିଣ (ବି+ନି+ଯମ୍ ଧାତୁ+କର୍ମ. ତ) — ନିରୁଦ୍ଧ — Confined
- ସଂ.ବିଣ (ବି+ନି+ଯମ୍ ଧାତୁ+କର୍ମ. ତ) — ଶାସିତ — Ruled; controlled; kept under discipline
- ସଂ.ବିଣ (ବି+ନି+ଯମ୍ ଧାତୁ+କର୍ମ. ତ) — ନିବାରିତ — Prevented