ବିନିର୍ଣ୍ଣୀତ Binirṇṇīta

  • ସଂ. ବିଣ—(ବି+ନିର୍+ନୀ ଧାତୁ+କର୍ମ. ତ) — ଅବଧାରିତ — Ascertained
  • ସଂ. ବିଣ—(ବି+ନିର୍+ନୀ ଧାତୁ+କର୍ମ. ତ) — [ଦ୍ର—ଏହିପରି 'ବି' ଉପସର୍ଗ ଯୋଗରେ ବହୁ ପଦ ନିଷ୍ଣନ୍ନ ହୁଏ; ଯଥା—ବିନିର୍ଧୂତ, ବିନିର୍ବୃତ୍ତ, ବିନିର୍ଭୟ, ବିନିର୍ମୁକ୍ତ, ବିନିଶ୍ଚୟ, ବିନିଶ୍ଚିତ, ବିନିଶ୍ଚଳ, ବିନିଷ୍ପେଷ, ବିନିହିତ ଇତ୍ୟାଦି।]