ବିନିର୍ଗତ Binirgata

  • ସଂ. ବିଣ—(ବି+ନିର୍+ଗମ ଧାତୁ+କର୍ତ୍ତୃ. ତ) — ନିଃସୃତ; ବହିର୍ଗତ — Gone forth; issued
  • ସଂ. ବିଣ—(ବି+ନିର୍+ଗମ ଧାତୁ+କର୍ତ୍ତୃ. ତ) — ନିଷ୍କ୍ରାନ୍ତ — Gone out; departed
  • ସଂ. ବିଣ—(ବି+ନିର୍+ଗମ ଧାତୁ+କର୍ତ୍ତୃ. ତ) — ଅପସୃତ — Expelled; displaced
  • ସଂ. ବିଣ—(ବି+ନିର୍+ଗମ ଧାତୁ+କର୍ତ୍ତୃ. ତ) — ପ୍ରସ୍ଥିତ — Started; gone
  • ସଂ. ବିଣ—(ବି+ନିର୍+ଗମ ଧାତୁ+କର୍ତ୍ତୃ. ତ) — ଅତୀତ — Past; elapsed