ବିନିର୍ଗମ Binirgama

  • ସଂ. ବି—(ବି+ନିର୍+ଗମ ଧାତୁ+ଭାବ. ଅ) — ବହିର୍ଗମନ — Going forth; issuing out
  • ସଂ. ବି—(ବି+ନିର୍+ଗମ ଧାତୁ+ଭାବ. ଅ) — ପ୍ରସ୍ଥାନ — Departure