ବିନିଯୋଗ Binij̄oga

  • ସଂ. ବି. (ବି+ନି+ଯୁଜ୍ ଧାତୁ+ଭାବ. ଅ) — ପ୍ରେରଣ — Sending
  • ସଂ. ବି. (ବି+ନି+ଯୁଜ୍ ଧାତୁ+ଭାବ. ଅ) — ପ୍ରତିଦାନର ଭବିଷ୍ୟତ ଆଶାରେ ପ୍ରଦାନ ବା ଅର୍ପଣ — Giving or parting with a thing in expectation of a suitable return; investment
  • ସଂ. ବି. (ବି+ନି+ଯୁଜ୍ ଧାତୁ+ଭାବ. ଅ) — ପ୍ରୟୋଗ — Employment; engagement
  • ସଂ. ବି. (ବି+ନି+ଯୁଜ୍ ଧାତୁ+ଭାବ. ଅ) — ନିଯୋଜନ — Appointing
  • ସଂ. ବି. (ବି+ନି+ଯୁଜ୍ ଧାତୁ+ଭାବ. ଅ) — ଆଦେଶ; ଅନୁମତି — Permission; order
  • ସଂ. ବି. (ବି+ନି+ଯୁଜ୍ ଧାତୁ+ଭାବ. ଅ) — ବୈଦିକ ଅନୁଷ୍ଠାନରେ କୌଣସି ମନ୍ତ୍ରର ପ୍ରୟୋଗ (ହି.ଶ) — Applying of a vedic formula in connection with a particular ritual