ବିନିପାତିତ Binipātita

  • ସଂ. ବିଣ (ବି+ନି+ପତ୍ ଧାତୁ ଣିଚ୍+କର୍ମ. ତ) — ଅଧଃପାତିତ — Overthrown
  • ସଂ. ବିଣ (ବି+ନି+ପତ୍ ଧାତୁ ଣିଚ୍+କର୍ମ. ତ) — ବିନାଶିତ — Destroyed; ruined
  • ସଂ. ବିଣ (ବି+ନି+ପତ୍ ଧାତୁ ଣିଚ୍+କର୍ମ. ତ) — ଅବମାନିତ — Disgraced; dishonoured