ବିନିମୟ Binimaya
- ସଂ. ବି (ବି+ନି+ମୀ ଧାତୁ+ଭାବ. ଅ) — ପରିବର୍ତ୍ତନ; ବଦଳ; ଏକ ବସ୍ତୁକୁ ଦେଇ ତତ୍ପରିବର୍ତ୍ତେ ଅନ୍ୟ ବସ୍ତୁର ଗ୍ରହଣ — Exchange; barter
- ସଂ. ବି (ବି+ନି+ମୀ ଧାତୁ+ଭାବ. ଅ) — ପ୍ରତି ଦାନ — Requital; return-gift; a return; retaliation;
- ସଂ. ବି (ବି+ନି+ମୀ ଧାତୁ+ଭାବ. ଅ) — ବନ୍ଧକ — Pledge
- ସଂ. ବି (ବି+ନି+ମୀ ଧାତୁ+ଭାବ. ଅ) — ଗଚ୍ଛିତ ଧନ — Deposit
- ସଂ. ବି (ବି+ନି+ମୀ ଧାତୁ+ଭାବ. ଅ) — ଅକ୍ଷରମାନଙ୍କର ପରସ୍ପର ପରିବର୍ତ୍ତନ — Transmutation of letters