ପ୍ରଲୋଭୀ Pralobhī

  • ସଂ. ବିଣ. ପୁଂ. (ପ୍ର+ଲୋଭ+ଅଛି. ଅର୍ଥରେ; ଇନ 1 ମା. 1 ବ) — ଅତି ଲୋଭୀ; ଲୁବ୍ଧ — Very covetuous or avaricious
  • ସଂ. ବିଣ. ପୁଂ. (ପ୍ର+ଲୋଭ+ଅଛି. ଅର୍ଥରେ; ଇନ 1 ମା. 1 ବ) — ଦାମ୍ଭିକ ଅଗ୍ରତେ ନ କହି; ପ୍ରଲୋଭୀ ପ୍ରାଣୀ ଅଟେ ଯେହି। ଜଗନ୍ନାଥ. ଭାଗବତ।