ପ୍ରଲୋଭିତ Pralobhita

  • ସଂ. ବିଣ—(ପ୍ର+ଲୋଭିତ) — ପ୍ରଲୋଭନ ଦ୍ୱାରା ଆକୃଷ୍ଟ — Seduced; allured; enticed
  • ସଂ. ବିଣ—(ପ୍ର+ଲୋଭିତ) — ଅତ୍ୟନ୍ତ ଆକୃଷ୍ଟ — Very much attracted