ପ୍ରଲୋଲୁପ Pralolupa

  • ସଂ. ବିଣ. ପୁଂ. (ପ୍ର+ଯଙ ଲୁଗନ୍ତ ଲୁପ୍ ଧାତୁ+କର୍ତ୍ତୃ. ଅ) — ଅତ୍ୟନ୍ତ ଲୋଭୀ — Very covetuous
  • ସଂ. ବିଣ. ପୁଂ. (ପ୍ର+ଯଙ ଲୁଗନ୍ତ ଲୁପ୍ ଧାତୁ+କର୍ତ୍ତୃ. ଅ) — କୌଣସି ଦ୍ରବ୍ୟ ପ୍ରତି ଅତ୍ୟନ୍ତ ଲାଳାୟିତ — Hankering after any thing