ପ୍ରଲେପକ Pralepaka
- ସଂ. ବିଣ. ପୁଂ.—(ପ୍ର+ଲିପ୍ ଧାତୁ+କର୍ତ୍ତୃ. ଅକ) — ଯେ ଲେପନ କରେ ବା ଲିପେ — Smearing; anointing
- ସଂ. ବି — ବାତ କଫଦୋଷରୁ ଉତ୍ପନ୍ନ ଏକପ୍ରକାର ଜୀର୍ଣ୍ଣ ଜ୍ୱର — A kind of chronic fever accompanied with profuse perspiration
- ସଂ. ବି — [ଦ୍ର—ଏଥିରେ ଦେହ ସାମାନ୍ୟ ତାତିଥାଏ ଓ ଦେହ ଝାଳରେ ବୁଡ଼ି ଥାଏ—ହି. ଶ।]