ପ୍ରଳପନ Praḻapana

  • ସଂ. ବି. (ପ୍ର+ଳପ୍ ଧାତୁ+ଭାବ. ଅନ) — ପ୍ରଳାପ; ଅନର୍ଥକ ବାକ୍ୟ ପ୍ରୟୋଗ — Babbling; incoherent talk
  • ସଂ. ବି. (ପ୍ର+ଳପ୍ ଧାତୁ+ଭାବ. ଅନ) — ଗପିବା; କଥନ — Speaking; talking