ପ୍ରଳମ୍ବକୁନ୍ତଳା Praḻambakuntaḻā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ପ୍ରଳମ୍ବ+କୁନ୍ତଳ+ସ୍ତ୍ରୀ. ଆ) — ସୁଦୀର୍ଘକେଶା (ନାରୀ) — (Woman) Having long hair
  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି; ପ୍ରଳମ୍ବ+କୁନ୍ତଳ+ସ୍ତ୍ରୀ. ଆ) — ବିଳମ୍ବ ଗମନ ପ୍ରଳମ୍ବକୁନ୍ତଳା ଅବଲମ୍ବ ଏହି ମନୋହର ସେ। ଭଞ୍ଜ. ବୈଦେହୀଶବିଳାସ।