ପ୍ରଲମ୍ଭ Pralambha

  • ସଂ. ବି. (ପ୍ର+ଲଭ୍ ଧାତୁ= ଲାଭ କରିବା+ଭାବ. ଅ) — ବିଶେଷ ଲାଭ — Special profit
  • ସଂ. ବି. (ପ୍ର+ଲଭ୍ ଧାତୁ= ଲାଭ କରିବା+ଭାବ. ଅ) — ଛଳନା; ବଞ୍ଚନା — Fraud; cheating