ପ୍ରଲମ୍ବିତ Pralambita

  • ସଂ. ବିଣ. (ପ୍ର+ଲମ୍ବିତ) ଲମ୍ବିଥିବା; ଲମ୍ବମାନ; ତଳକୁ ଲମ୍ବି ଥିବା — Hanging down; overhanging
  • ଗ୍ରା. (ପଦ୍ୟ) ବି. — ନମସ୍କାର — Obeisance
  • ଗ୍ରା. (ପଦ୍ୟ) ବି. — ମାତାଙ୍କର ଶ୍ରୀପୟରେ ପ୍ରଲମ୍ବିତ ବେଗେ କରେ; ପଚାରିଲେ ଏହୁ କଥା କହେ ବେଗେଣ। ପ୍ରାଚୀ. ନଳଚରିତ।
  • ଗ୍ରା. ବିଣ (ସଂ. ପ୍ରଣମିତ) — ପ୍ରଣାମ କରିଥିବା — Making obeisance