ପାହାରୀ Pāhārī

  • ଦେ. ବି. (ସଂ. ପ୍ରହରୀ) — ପ୍ରହରୀ — Watchman
  • ଦେ. ବି. (ସଂ. ପ୍ରହରୀ) — ପାହାରୀ ଜଣାଇଲା ଯାଇ ଶୁଣି ଧାଇଁଲେ ରୋଷ ବହି। ଜଗନ୍ନାଥ, ଭାଗବତ।
  • ଦେ. ବି. (ସଂ. ପ୍ରହରୀ) — ଦ୍ୱାରୀ; ଦରୁଆନ — Door keeper; gate keeper
  • ଦେ. ବି. (ସଂ. ପ୍ରହରୀ) — ଦ୍ୱାର ନିରୂପଣ ତାହାରେ ବିହିଲୋ ଜଗିଲା ସେହୁ ପାହାରୀ। ଶିଶୁଶଙ୍କର, ଉଷା ଅଭିଳାଷ।