ପାହାରୁଣୀ Pāhāruṇī

  • ପ୍ରାଦେ. (ସିଂହଭୂମ) ବି — ପଥର ଉପରେ ଧାନକୁ କୁଟି ଚାଉଳ ବାହାର କରିବାପାଇଁ ବ୍ୟବହୃତ ସମାଲଗା ଠେଙ୍ଗ ବା ମୂଷଳ — A stout iron-studded stick used in threshing paddy on stone-slabs
  • ପ୍ରାଦେ. (ସିଂହଭୂମ) ବି — [ଦ୍ର—ଏହା ଏକ ଚିତା ବା ପ୍ରାୟ 5 ଫୁଟ ଉଚ୍ଚ] — [ଦ୍ର—ଏହା ଏକ ଚିତା ବା ପ୍ରାୟ5ଫୁଟ ଉଚ୍ଚ]