ପାହି କରିବା Pāhi karibā

  • ପ୍ରାଦେ. (ଗଡ଼ଜାତ) —କ୍ରି — ଶିଶୁ ଆଦିକୁ କାଖେଇବା — To carry an infant on the flank over the waist by encircling the arm round its waist or back
  • ପ୍ରାଦେ. (ଗଡ଼ଜାତ) —କ୍ରି — ନିଜର ବାସ କରୁଥିବା ଗ୍ରାମରୁ ଯାଇ ଅନ୍ୟ ଗ୍ରାମରେ ଚାଷ କରିବା — To take up cultivation work in a village other than one's own