ପାହାନ୍ତି ଶୀତ Pāhānti ṡīta

  • ଦେ. ବି — ଫାଲ୍ଗୁନ ଓ ଚୈତ୍ର ମାସର ରାତି ଶେଷ ପହର ଆଡ଼କୁ ଅନୁଭୂତ ହେବା ସାମାନ୍ୟ ଶୀତ — Slight cold felt towards the end of the night in months of Phālguna and Chaitra