ପାହାରପୁର Pāhārapura
- ଦେ. ବି. (ନାମ) — ଆଇ. ବି. ରେଳର ଜମାଲଗଞ୍ଜ ଷ୍ଟେଶନ ନିକଟବର୍ତ୍ତୀ ରାଜସାହୀ ଜିଲ୍ଲାର ଗୋଟିଏ ଗ୍ରାମ — A village in the district of Rajsahi near the Jamalganj station of the I. B. Ry
- ଦେ. ବି. (ନାମ) — [ଦ୍ର—ଏହି ଗ୍ରାମରୁ ଭୂଗର୍ଭରୁ କେଚେକ ମନ୍ଦିର ଓ ମୂର୍ତ୍ତି ଆବିଷ୍କୃତ ହୋଇଥିବାର ଜଣାଯାଏ ଯେ ଆଗେ ଖ୍ରୀଷ୍ଟ 5 ମ ଓ ଷଷ୍ଠ ଶତାବ୍ଦୀରେ ବଙ୍ଗଦେଶୀୟମାନେ ଶ୍ରୀକୃଷ୍ଣ ଓ ବଳରାମଙ୍କର ପୂଜା କରୁଥିଲେ। ସେହି ଖୋଦିତଲିପି ଓ ପ୍ରସ୍ତରଲିପିମାନଙ୍କରେ କୃଷ୍ଣ ଓ ବଳରାମଙ୍କର କେତେକ ବିଖ୍ୟାତ ବିଚିତ୍ର ଘଟଣା ଖୋଲା ଯାଇଅଛି, ଏଥିରୁ ଜଣାଯାଏ ଯେ ଭାରତୀୟ ଶିଳ୍ପ ଯାବା, ବାଲିଆଦି ଉପ- ନିବେଶମାନଙ୍କରେ ଅନୁକୃତ ହୋଇଥିଲା। ଏଠାରୁ ବାହାରିଥିବା ତାମ୍ର ଶାସନ 159 ରୁ 479 ଖ୍ରୀ. ମଧ୍ୟରେ ଲିଖିତ ହୋଇଥିବାର ନିର୍ଣ୍ଣୟ କରାଯାଇ ଅଛି ଓ ଏଥିରେ ରାଜା ଜୈନମାନଙ୍କ ପାଇଁ କେତେକ ବୃତ୍ତି ଖଞ୍ଜି ଥିବାର ଲେଖାଅଛି।] — [ଦ୍ର—ଏହି ଗ୍ରାମରୁ ଭୂଗର୍ଭରୁ କେଚେକ ମନ୍ଦିର ଓ ମୂର୍ତ୍ତି ଆବିଷ୍କୃତ ହୋଇଥିବାର ଜଣାଯାଏ ଯେ ଆଗେ ଖ୍ରୀଷ୍ଟ5ମ ଓ ଷଷ୍ଠ ଶତାବ୍ଦୀରେ ବଙ୍ଗଦେଶୀୟମାନେ ଶ୍ରୀକୃଷ୍ଣ ଓ ବଳରାମଙ୍କର ପୂଜା କରୁଥିଲେ ସେହି ଖୋଦିତଲିପି ଓ ପ୍ରସ୍ତରଲିପିମାନଙ୍କରେ କୃଷ୍ଣ ଓ ବଳରାମଙ୍କର କେତେକ ବିଖ୍ୟାତ ବିଚିତ୍ର ଘଟଣା ଖୋଲା ଯାଇଅଛି, ଏଥିରୁ ଜଣାଯାଏ ଯେ ଭାରତୀୟ ଶିଳ୍ପ ଯାବା, ବାଲିଆଦି ଉପ- ନିବେଶମାନଙ୍କରେ ଅନୁକୃତ ହୋଇଥିଲା ଏଠାରୁ ବାହାରିଥିବା ତାମ୍ର ଶାସନ159ରୁ479ଖ୍ରୀ. ମଧ୍ୟରେ ଲିଖିତ ହୋଇଥିବାର ନିର୍ଣ୍ଣୟ କରାଯାଇ ଅଛି ଓ ଏଥିରେ ରାଜା ଜୈନମାନଙ୍କ ପାଇଁ କେତେକ ବୃତ୍ତି ଖଞ୍ଜି ଥିବାର ଲେଖାଅଛି]