ପାହି Pāhi

  • ଦେ. ବି. (ସଂ. ପ୍ରଧୀ=ପରିଧି=ସୀମା ବା ପାଦିକ= beams) ପାହୁଲା; ପଇସାର ଏକ ତୃତୀୟାଂଶ — Copper pie; copper coin worth one third of a pice
  • ଦେ. ବି. (ସଂ. ପ୍ରଧୀ=ପରିଧି=ସୀମା ବା ପାଦିକ= beams) ପଇସା; ଅଣାକର ଚାରି ଭାଗର ଭାଗେ — Fourth part of one anna; pice
  • ଦେ. ବି. (ସଂ. ପ୍ରଧୀ=ପରିଧି=ସୀମା ବା ପାଦିକ= beams) ଡୁଡୁ ଖେଳ ଆଦିରେ ପ୍ରତ୍ୟେକ ପକ୍ଷଙ୍କର ନିର୍ଦ୍ଦିଷ୍ଟ ସୀମା — The respective areas of the opposing parties in a game
  • ଦେ. ବି. (ସଂ. ପ୍ରଧୀ=ପରିଧି=ସୀମା ବା ପାଦିକ= beams) ଡୁଡୁ ଖେଳରେ ଦୁଇ ଦଳ ମଧ୍ୟରେ ସୀମା ନିର୍ଦ୍ଦେଶ କରିବା ମଧ୍ୟ ରେଖା — The middle line or goal in a game of Ḍuḍu
  • ଦେ. ବି. (ସଂ. ପ୍ରଧୀ=ପରିଧି=ସୀମା ବା ପାଦିକ= beams) ବିଲ ବଛା ଧାନ କଟା ପ୍ରଭୃତି ବେଳେ ପ୍ରତ୍ୟେକ ଶ୍ରମିକ ନିଜର ଯେଉଁ ଲମ୍ବ ଭୂମିଖଣ୍ଡରେ କାର୍ଯ୍ୟ କରେ — The long strip of land in a paddy field which an individual labourer weeds out or from which he reaps paddy
  • ଦେ. ବି. (ସଂ. ପ୍ରଧୀ=ପରିଧି=ସୀମା ବା ପାଦିକ= beams) ଥାନୀ ଓ ଚାନ୍ଦନା ଛଡ଼ା ଅନ୍ୟ ରଇତି ଜମି — Rayati holding except Thāni and Chāndanā
  • ଦେ. ବିଣ. (ସଂ. ପାର୍ଶ୍ୱ) — ଏକ ମଉଜାରେ ଚାଷ କରୁଥିବା ଯେଉଁ ପ୍ରଜାର ବାସସ୍ଥାନ ସେ ଗ୍ରାମରେ ନ ଥାଏ — Non-resident (raiyat)
  • ସଂ. କ୍ରି. (ପା ଧାତୁ ଲୋଟ୍ ଅନୁଜ୍ଞା) — ତ୍ରାହି, ମୋତେ ରକ୍ଷାକର — Save me