ପାହି ପଣିକିଆ Pāhi paṇikiā

  • ଦେ. ବି. — ପାହି, ଅଣା, ସୁଉକା ଓ ଟଙ୍କାର ହିସାବ ପିଲାଙ୍କୁ ଶିଖାଇବା ପାଇଁ ଏକ ପ୍ରକାର ଗାଣିତିକ ପଦ୍ଧତି — A multiplication table learnt by rote by children for mastering calculations of rupees, 4 anna pieces, anna and pice
  • ଦେ. ବି. — (ଯଥା—ଦୁଇକେ ଦୁଇ ପାହି, ଦୁଇ ଅଣା, ଦୁଇ ସୁଉକା ଆଠ ଅଣା, ଦୁଇ ଟଙ୍କା।)