ପାହାର Pāhāra
- ଦେ. ବି. (ସଂ. ପ୍ରହାର) — ପ୍ରହାର; ଆଘାତ; ମାଡ଼ — Blow; beating
- ଦେ. ବି. (ସଂ. ପ୍ରହାର) — ଯଷ୍ଟି ବା ବେତ୍ର ଦ୍ୱାରା ଆଘାତ — Stroke of a stick or cane
- ଦେ. ବି. (ସଂ. ପ୍ରହାର) — ଉପର୍ଯ୍ୟୁପରି କୁଟିବା — Repeated beating or pounding
- ଦେ. ବି. (ସଂ. ପ୍ରହାର) — ଢିଙ୍କିରେ କୁଟିବା — Pounding with a Ḍhiṅki
- ଦେ. ବି. (ସଂ. ପ୍ରହାର) — ଢିଙ୍କିର ମୁଣ୍ଡରେ ଲାଗିଥିବା ମୂଷଳ — The pounding pestle attached to a Ḍhiṅki
- ପ୍ରାଦେ. (ଗଡ଼ଜାତ) ବି. — ଏକାଦିକ୍ରମେ ଲାଗିଥିବା ବହୁତ ଢିପ ବା ଗଡ଼ନ୍ତିଆ ଜମି — A succession of mounds or slopes
- ପ୍ରାଦେ. (ଗଡ଼ଜାତ) ବି. — (ଯଥା—ଢିପ ପାହାର ଗଡ଼ନ୍ତିଆ ପାହାର।)