ପାହାନ୍ତି ପଖାଳ Pāhānti pakhāḻa

  • ଦେ. ବି. (ସଂ. ପ୍ରଭାତ+ପ୍ରକ୍ଷାଳିତାନ୍ନ) — ରାତି ପାହାନ୍ତିଆରୁ ଖିଆଯିବା ପଖାଳ ଭାତ — Moistened rice taken early before day-break
  • ଦେ. ବି. (ସଂ. ପ୍ରଭାତ+ପ୍ରକ୍ଷାଳିତାନ୍ନ) — ବଙ୍ଗଳା ପାନ ଖାଉ ଲୋ ବୁଢ଼ି ! ତୋ ଦାନ୍ତ ତ ପାଚଇ ନାହିଁ, ଦାନ୍ତ ପାଚଇ ନାହିଁ ରେ ବୁଢ଼ା ! ମୁଁ ପାହାନ୍ତି ପଖାଳ ଖାଇ। ଅରଟ ଗୀତ।