ପରିଭୂତ Paribhūta

  • ସଂ. ବିଣ. (ପରି+ ଭୂ ଧାତୁ+ କର୍ମ. ତ) — ପରାଜିତ — Defeated; conquered
  • ସଂ. ବିଣ. (ପରି+ ଭୂ ଧାତୁ+ କର୍ମ. ତ) — ଅଭିଭୂତ — Overpowered
  • ସଂ. ବିଣ. (ପରି+ ଭୂ ଧାତୁ+ କର୍ମ. ତ) — ତିରସ୍କୃତ — Chastised
  • ସଂ. ବିଣ. (ପରି+ ଭୂ ଧାତୁ+ କର୍ମ. ତ) — ଅନାଦୃତ — Slighted
  • ସଂ. ବିଣ. (ପରି+ ଭୂ ଧାତୁ+ କର୍ମ. ତ) — ଘୃଣିତ — Despised
  • ସଂ. ବିଣ. (ପରି+ ଭୂ ଧାତୁ+ କର୍ମ. ତ) — ଅବହେଳିତ — Disregarded