ପରିଭାଷା Paribhāshā
- ସଂ. ବି.—(ପରି=ବ୍ୟାପ୍ତ+ ଭାଷା= କଥନ) — ବିଶେଷାର୍ଥ— ବୋଧକ ସଙ୍କେତ — Sign indicating special meaning
- ସଂ. ବି.—(ପରି=ବ୍ୟାପ୍ତ+ ଭାଷା= କଥନ) — ବିଜ୍ଞାନ ଆଦିରେ ପ୍ରଚଳିତ ସଂଜ୍ଞାବିଶେଷ — Technical term
- ସଂ. ବି.—(ପରି=ବ୍ୟାପ୍ତ+ ଭାଷା= କଥନ) — ପରିଷ୍କୃତ ବା ସ୍ପଷ୍ଟଭାଷଣ — Clear expression; lucid speech
- ସଂ. ବି.—(ପରି=ବ୍ୟାପ୍ତ+ ଭାଷା= କଥନ) — ବିଶିଷ୍ଟ ପଦମାନଙ୍କ ଅର୍ଥ — Meaning of tecnical words
- ସଂ. ବି.—(ପରି=ବ୍ୟାପ୍ତ+ ଭାଷା= କଥନ) — ବିଶିଷ୍ଟ ପଦମାନଙ୍କର ତାଲିକା — A list of technical words; technology
- ସଂ. ବି.—(ପରି=ବ୍ୟାପ୍ତ+ ଭାଷା= କଥନ) — ନିନ୍ଦା (ହି. ଶ.) — Blame
- ସଂ. ବି.—(ପରି=ବ୍ୟାପ୍ତ+ ଭାଷା= କଥନ) — ଭର୍ତ୍ସନା — Censure; reproof (M.W.)