ପରିଭୂଷଣ Paribhūshaṇa
- ସଂ. ବି. (ପରି+ ଭୂଷଣ) — ସଜାଇବା — Equipping; furnishing
- ସଂ. ବି. (ପରି+ ଭୂଷଣ) — କୌଣସି ପ୍ରଦେଶର ବା ଭୂଖଣ୍ଡର ରାଜସ୍ୱ ଶତ୍ରୁକୁ ଦାନ କରି ତହିଁ ବଦଳରେ ଯେଉଁ ଶାନ୍ତି କ୍ରୀତ ହୁଏ (ହି. ଶ.) — Peace purchased by paying or the cession of the whole revenue of a province to the enemy. (M.W.)