ପରିଭ୍ରମ Paribhrama

  • ସଂ. ବି. (ପରି+ ଭ୍ରମ୍ ଧାତୁ= ଭ୍ରମଣ କରିବା+ ଭାବ. ଅ) — ପରିଭ୍ରମଣ; ଚତୁର୍ଦ୍ଦିଗ ଭ୍ରମଣ; ପର୍ଯ୍ୟଟନ — Moving about; roaming; wandering
  • ସଂ. ବି. (ପରି+ ଭ୍ରମ୍ ଧାତୁ= ଭ୍ରମଣ କରିବା+ ଭାବ. ଅ) — ଭ୍ରମ; ଭ୍ରାନ୍ତି; ପ୍ରମାଦ — Mistake; error. (M.W.)
  • ସଂ. ବି. (ପରି+ ଭ୍ରମ୍ ଧାତୁ= ଭ୍ରମଣ କରିବା+ ଭାବ. ଅ) — କଥାକୁ ବୁଲେଇ କରି କହିବା — Circumlocution; rambling discourse. (M.W.)