ପରିମର୍ଷ Parimarsha

  • ସଂ. ବି. (ପରି+ ମୃଷ୍ ଧାତୁ= ସହ୍ୟ କରିବା+ ଭାବ. ଅ) — ଦ୍ୱେଷ; ହିଂସା, ଅସୂୟା — Malice; spite
  • ସଂ. ବି. (ପରି+ ମୃଷ୍ ଧାତୁ= ସହ୍ୟ କରିବା+ ଭାବ. ଅ) — ଈର୍ଷ୍ୟା — Envy
  • ସଂ. ବି. (ପରି+ ମୃଷ୍ ଧାତୁ= ସହ୍ୟ କରିବା+ ଭାବ. ଅ) — କ୍ରୋଧ — Anger; rage