ପରିଭ୍ରଷ୍ଟ Paribhrashṭa
- ସଂ. ବିଣ. (ପରି+ ଭ୍ରନ୍ଶ ଧାତୁ=ସ୍ଖଳିତ ହେବା+ କର୍ମ. ତ) — ପତିତ — Fallen
- ସଂ. ବିଣ. (ପରି+ ଭ୍ରନ୍ଶ ଧାତୁ=ସ୍ଖଳିତ ହେବା+ କର୍ମ. ତ) — ବିଚ୍ୟୁତ; ସ୍ଖଳିତ — Slipped off
- ସଂ. ବିଣ. (ପରି+ ଭ୍ରନ୍ଶ ଧାତୁ=ସ୍ଖଳିତ ହେବା+ କର୍ମ. ତ) — ନଷ୍ଟ — Spoiled; destroyed; ruined; lost
- ସଂ. ବିଣ. (ପରି+ ଭ୍ରନ୍ଶ ଧାତୁ=ସ୍ଖଳିତ ହେବା+ କର୍ମ. ତ) — ପଳାୟିତ — Fled away; escaped