ପରିଭାଷିତ Paribhāshita

  • ସଂ. ବିଣ. (ପରି+ ଭାଷ୍ ଧାତୁ= କହିବା+ କର୍ମ. ତ) — କଥିତ — Spoken
  • ସଂ. ବିଣ. (ପରି+ ଭାଷ୍ ଧାତୁ= କହିବା+ କର୍ମ. ତ) — ପରିଭାଷା ଦ୍ୱାରା ବ୍ୟକ୍ତ — Expressed in technical terms
  • ସଂ. ବିଣ. (ପରି+ ଭାଷ୍ ଧାତୁ= କହିବା+ କର୍ମ. ତ) — ବ୍ୟାଖ୍ୟାତ — Explained (M.W.)