ପରିଭୁକ୍ତ Paribhukta

  • ସଂ. ବିଣ. (ପରି+ ଭୁଜ୍ ଧାତୁ= ଭୋଜନ କରିବା+ କର୍ମ.ତ) — ଯାହା ଭୋଗ କରା ଯାଇଅଛି; ଉପଭୁକ୍ତ — Enjoyed before by another
  • ସଂ. ବିଣ. (ପରି+ ଭୁଜ୍ ଧାତୁ= ଭୋଜନ କରିବା+ କର୍ମ.ତ) — ପୂର୍ବରୁ ବ୍ୟବହୃତ — Used before
  • ସଂ. ବିଣ. (ପରି+ ଭୁଜ୍ ଧାତୁ= ଭୋଜନ କରିବା+ କର୍ମ.ତ) — ଅନ୍ୟ ଦ୍ୱାରା ପୂର୍ବରୁ ଭକ୍ଷିତ — Eaten before by another