ପରିଭାଷକ Paribhāshaka

  • ସଂ. ବିଣ— (ପରି+ ଭାଷ୍ଧାତୁ+ କର୍ତ୍ତୃ. ଅକ) — ନିନ୍ଦକ — Blaming
  • ସଂ. ବିଣ— (ପରି+ ଭାଷ୍ଧାତୁ+ କର୍ତ୍ତୃ. ଅକ) — ତିରସ୍କାରକ — Rebuking
  • ସଂ. ବିଣ— (ପରି+ ଭାଷ୍ଧାତୁ+ କର୍ତ୍ତୃ. ଅକ) — ଅପବାଦକାରୀ — Slandering; defaming