ପରିଭାଷଣ Paribhāshan̄a
- ସଂ. ବି.—(ପରି=ପରସ୍ପର+ ଭାଷଣ=କଥନ) — ବାକ୍ୟାଳାପ; କଥୋପକଥନ — Conversation
- ସଂ. ବି.—(ପରି=ପରସ୍ପର+ ଭାଷଣ=କଥନ) — (ପରି= ନିନ୍ଦା, ଦୋଷ କୀର୍ତ୍ତନ+ ଭାଷଣ= କଥନ)— ନିନ୍ଦାବାଦ — Blaming
- ସଂ. ବି.—(ପରି=ପରସ୍ପର+ ଭାଷଣ=କଥନ) — ତିରସ୍କାର; ଉଲୁଗୁଣା — Rebuking; jeering
- ସଂ. ବି.—(ପରି=ପରସ୍ପର+ ଭାଷଣ=କଥନ) — [ଦ୍ର—ହିନ୍ଦୁସ୍ମୃତି ଅନୁସାରେ ଗର୍ଭିଣୀ, ଆପଦଗ୍ରସ୍ତ, ବୃଦ୍ଧ ଓ ବାଳକ ଅପରାଧୀଙ୍କୁ ଅନ୍ୟ ଦଣ୍ଡ ନ ଦେଇ ପରିଭାଷଣ ଦଣ୍ଡ ଦେବା ଉଚିତ।]
- ସଂ. ବି.—(ପରି=ପରସ୍ପର+ ଭାଷଣ=କଥନ) — ଲକ୍ଷଣ — Symptom
- ସଂ. ବି.—(ପରି=ପରସ୍ପର+ ଭାଷଣ=କଥନ) — ସଙ୍କେତ — Sign
- ସଂ. ବି.—(ପରି=ପରସ୍ପର+ ଭାଷଣ=କଥନ) — ରୋଗର ଲକ୍ଷଣ ପ୍ରକାଶ — Describing the symptoms of a disease; prognosis