ପରିତାପ Paritāpa
- ସଂ. ବି. (ପରି+ ତପ୍ ଧାତୁ+ ଭାବ. ଅ) — ଉତ୍ତାପ — Heat
- ସଂ. ବି. (ପରି+ ତପ୍ ଧାତୁ+ ଭାବ. ଅ) — (ପରି+ ତପ୍ ଧାତୁ+ କରଣ. ଅ)— ମନୋଦୁଃଖ; ମନସ୍ତାପ; ଶୋକ — Sorrow; grief; anguish
- ସଂ. ବି. (ପରି+ ତପ୍ ଧାତୁ+ ଭାବ. ଅ) — ସ୍ନେହ — Affection; attachment
- ସଂ. ବି. (ପରି+ ତପ୍ ଧାତୁ+ ଭାବ. ଅ) — ଅନୁତାପ — Repentance
- ସଂ. ବି. (ପରି+ ତପ୍ ଧାତୁ+ ଭାବ. ଅ) — ଭୟ; ଡର; (ହି. ଶ.) — Fear
- ସଂ. ବି. (ପରି+ ତପ୍ ଧାତୁ+ ଭାବ. ଅ) — ଉଦ୍ବେଗ (ହି. ଶ.) — Anxiety
- ସଂ. ବି. (ପରି+ ତପ୍ ଧାତୁ+ ଭାବ. ଅ) — (ପରି+ ତପ୍ ଧାତୁ+ ଅଧି. ଅ)—ନରକବିଶେଷ — Name of a part of the hell