ପରିତିକ୍ତ Paritikta

  • ସଂ. ବିଣ. (ପରି+ତିକ୍ତ) — ଅତ୍ୟନ୍ତ ପିତା — Very bitter
  • ସଂ. ବି. — ନିମ୍ବ; ନିମ (ହି. ଶ.) — Nima (tree)