ପରିତାଳ paritāḻa
- ଦେ. ବି.—(ପରି+ତାଳ) — ଦୁଇବସ୍ତୁ ପରସ୍ପର ସହିତ ବାଜିବା; ଘାତପ୍ରତିଘାତ — Collision; striking with each other
- ଦେ. ବି.—(ପରି+ତାଳ) — ବାଣେ ବାଣେ ପରିତାଳ, ଜ୍ୟୋତି ଜାତକି ଅନଳ, ଭାଳ ଚିତ୍ର ମିତ୍ର ଭାବେ ସେ ମେଳ। ଭଞ୍ଜ, ବୈଦେହୀଶବିଳାସ।
- ଦେ. ବି.—(ପରି+ତାଳ) — ମୁଷ୍ଟିକି ମୁଷ୍ଟି ପରିତାଳ, ଦେହୁ ଗଳଇ ଶ୍ରମ ଝାଳ। ଜଗନ୍ନାଥ, ଭାଗବତ।