ପରିତାପିବା Paritāpibā

  • ଦେ. (ପଦ୍ୟ) କ୍ରି. (ସଂ. ପରି+ ତପ୍ ଧାତୁ) — ଦୁଃଖିତ କରାଇବା — To cause grief; to aggrieve
  • ଦେ. (ପଦ୍ୟ) କ୍ରି. (ସଂ. ପରି+ ତପ୍ ଧାତୁ) — ତତାଇବା — To heat
  • ଦେ. (ପଦ୍ୟ) କ୍ରି. (ସଂ. ପରି+ ତପ୍ ଧାତୁ) — ଅନୁତପ୍ତ କରାଇବା — To cause one to repent