ପରିତପ୍ତ Paritapta

  • ସଂ. ବିଣ.—(ପରି+ ତପ୍ ଧାତୁ= ତାପ ଦେବା+ କର୍ମ. ତ) — ସନ୍ତପ୍ତ; ଉତ୍ତପ୍ତ — Heated; hot
  • ସଂ. ବିଣ.—(ପରି+ ତପ୍ ଧାତୁ= ତାପ ଦେବା+ କର୍ମ. ତ) — ମନସ୍ତାପ ଯୁକ୍ତ — Sorrowing; pained; sorry
  • ସଂ. ବିଣ.—(ପରି+ ତପ୍ ଧାତୁ= ତାପ ଦେବା+ କର୍ମ. ତ) — ପଶ୍ଚାତ୍ତାପଯୁକ୍ତ — Repentant