ପରିତଃ Paritaḥ

  • ସଂ. ଅ.—(ପରି+ ଚତୁର୍ଦ୍ଦିଗରେ ତସ୍) — ଚତୁର୍ଦ୍ଦିଗରେ — On all sides
  • ସଂ. ଅ.—(ପରି+ ଚତୁର୍ଦ୍ଦିଗରେ ତସ୍) — ସମ୍ପୂର୍ଣ୍ଣରୂପେ — Fully; completely
  • ସଂ. ଅ.—(ପରି+ ଚତୁର୍ଦ୍ଦିଗରେ ତସ୍) — ସର୍ବତୋଭାବରେ — In all ways