ପରିତାପୀ Paritāpī

  • ସଂ. ବିଣ. ପୁଂ (ପରିତାପ+ ଇନ୍; 1 ମା. 1 ବ.) — ପରିତାପିତ (ଦେଖ) — Paritāpita (See)
  • ସଂ. ବିଣ. ପୁଂ (ପରିତାପ+ ଇନ୍; 1 ମା. 1 ବ.) — ଦୁଃଖ ବା ବ୍ଯଥାଦାୟକ — Giving pain; painful; afflicting