ପରିଣାହୀ Pariṇāhī

  • ସଂ. ବିଣ. (ପରିଣାହିନ୍; ପରି+ ନହ୍ ଧାତୁ= ବନ୍ଧନ କରିବା + କର୍ତ୍ତୃ. ଇନ୍) — ଓସାରିଆ — Broad
  • ସଂ. ବିଣ. (ପରିଣାହିନ୍; ପରି+ ନହ୍ ଧାତୁ= ବନ୍ଧନ କରିବା + କର୍ତ୍ତୃ. ଇନ୍) — ବିଶାଳ — Extensive
  • ସଂ. ବିଣ. (ପରିଣାହିନ୍; ପରି+ ନହ୍ ଧାତୁ= ବନ୍ଧନ କରିବା + କର୍ତ୍ତୃ. ଇନ୍) — ବିସ୍ତୃତ — Extended
  • ସଂ. ବିଣ. (ପରିଣାହିନ୍; ପରି+ ନହ୍ ଧାତୁ= ବନ୍ଧନ କରିବା + କର୍ତ୍ତୃ. ଇନ୍) — ପରିଧିବିଶିଷ୍ଟ — Circular