ପରିତାପିତ Paritāpita

  • ସଂ. ବିଣ. (ପରିତାପ+ ଯୁକ୍ତାର୍ଥେ. ଇତ) — ସନ୍ତାପିତ — Heated
  • ସଂ. ବିଣ. (ପରିତାପ+ ଯୁକ୍ତାର୍ଥେ. ଇତ) — ଶୋକାନ୍ୱିତ — Grieved
  • ସଂ. ବିଣ. (ପରିତାପ+ ଯୁକ୍ତାର୍ଥେ. ଇତ) — ଅନୁତାପିତ — Repentant