ତାତ୍ୱିକ Tātwika

  • ସଂ. ବିଣ. (ତତ୍ତ୍ୱ+ଇକ) — ତତ୍ତ୍ୱସମ୍ବନ୍ଧୀୟ — Relating to Tattwa (See)
  • ସଂ. ବିଣ. (ତତ୍ତ୍ୱ+ଇକ) — ତତ୍ତ୍ୱଜ୍ଞାନଯୁକ୍ତ — Furnished with knowledge
  • ସଂ. ବିଣ. (ତତ୍ତ୍ୱ+ଇକ) — ଯଥାର୍ଥ — Actual; true