ତାଦବସ୍ଥ୍ୟ Tādabasthya

  • ସଂ. ବି. (ତଦବସ୍ଥା=ସେହି ଅବସ୍ଥାଯୁକ୍ତ+ଭାବାର୍ଥେ. ଯ) — ସେହି ଅବସ୍ଥାରେ ରହିବାର ଭାବ; ତଦ୍ରୁପତା- — Sameness; the state of remaining in the same codition; the state of retaining the previous condition